ରାମ ନବମୀ ଯାତ୍ରା ହେଲା ଶେଷ ଯାତ୍ରା।

ରାମ ନବମୀ ଯାତ୍ରା ହେଲା ଶେଷ ଯାତ୍ରା। ସୁନ୍ଦରଗଡ଼ ବଡ଼ଗାଁ ବିଜୁ ଏକପ୍ରେସୱେ ଭୋଇପାଲି ନିକଟରେ ।ଭାରସାମ୍ୟ ହରାଇ ରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିଲା ବାଇକ। ଘଟଣା ସ୍ଥଳରେ ୩ ଭୋଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ମୃତକମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ, ଠନସୁନ୍ଦର ସା ଓ ଚନ୍ଦନ ଲୁହାର। ସମସ୍ତେ ବଡ଼ଗାଁ ରାମଲୀଳା ଯାତ୍ରା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଘଟଣା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ବଡ଼ ଗାଁ ମେଡିକାଲରେ ରଖିଛି।
What's Your Reaction?






