ରାସ୍ତା କଡରୁ ଉଦ୍ଧାର ହୋଇଛି ନବଜାତ ଶିଶୁ କନ୍ୟା

Jul 26, 2024 - 11:53
 0  2
ରାସ୍ତା କଡରୁ ଉଦ୍ଧାର ହୋଇଛି ନବଜାତ ଶିଶୁ କନ୍ୟା

ପୁଣି ଅଲୋଡ଼ା ହେଲା କନ୍ୟା ସନ୍ତାନ । ରାସ୍ତା କଡରୁ ଉଦ୍ଧାର ହୋଇଛି ନବଜାତ ଶିଶୁ କନ୍ୟା। ଭଦ୍ରକ ଜିଲ୍ଲା ଧାମରା ଥାନା ଅନ୍ତର୍ଗତ କରଞ୍ଜମାଳ ପଞ୍ଚାୟତ ରାସ୍ତା କଡରୁ ଶିଶୁଟିକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।  ଉଦ୍ଧାର ପରେ ତୁରନ୍ତ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଏବଂ କାହିଁକି ଏହି ନବଜାତ ଶିଶୁକନ୍ୟାକୁ ରାସ୍ତା କଡରେ ଛାଡିଦେଇଯାଇଛି ସେନେଇ କିଛି ସୂଚନା ମିଳି ନଥିବାବେଳେ ଖବର ପାଇ ପୁଲିସ ଯାଞ୍ଚ ଆରମ୍ଭ କରିଛି ।

What's Your Reaction?

like

dislike

love

funny

angry

sad

wow