ରୋହିତ ର୍ଶମାଙ୍କୁ ନେଇ ଏକ ବଡ଼ ଘୋଷଣା

Jul 8, 2024 - 11:25
 0  3
ରୋହିତ ର୍ଶମାଙ୍କୁ ନେଇ ଏକ ବଡ଼ ଘୋଷଣା

ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ ଟି -୨୦ ବିଶ୍ୱକପର ବିଜୟ ଉତ୍ସବ ପାଳନ କରିବାକୁ ନେଇ ବିସିସିଆଇ ସଚିବ ଜୟ ଶାହା କରିଛନ୍ତି ଏକ ବଡ଼ ଘୋଷଣା। ଜୟ ଶାହା କହିଛନ୍ତି ଯେ ବର୍ତ୍ତମାନର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ୨୦୨୩-୨୫ ଚକ୍ର ତଥା ୨୦୨୫ରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଭାବରେ ନିଯୁକ୍ତ ହୋଇଛନ୍ତି।ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ରୋହିତ ଶର୍ମାଙ୍କୁ ବର୍ତ୍ତମାନର ଡବ୍ଲ୍ୟୁଟିସି ୨୦୨୩-୨୫ ଚକ୍ର ତଥା ୨୦୨୫ରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳର ଅଧିନାୟକ ଭାବରେ କରିଛନ୍ତି  ନିଯୁକ୍ତ । ରବିବାର ସାମାଜିକ ଗଣମାଧ୍ୟମରେ ଶେୟାର ହୋଇଥିବା ଏକ ଭିଡିଓରେ ଶାହା କହିଛନ୍ତି, ‘ମୋର ବିଶ୍ୱାସ ଅଛି ଯେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଆମେ ଡବ୍ଲ୍ୟୁଟଓଇ ଫାଇନାଲ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିବୁ।’

What's Your Reaction?

like

dislike

love

funny

angry

sad

wow