ଆଜି ଶେଷ ସୋମବାର :ଶିବାଳୟରେ ଭକ୍ତଙ୍କ ପ୍ରବଳ ଗହଳି

Aug 19, 2024 - 10:48
 0  1
ଆଜି ଶେଷ ସୋମବାର :ଶିବାଳୟରେ ଭକ୍ତଙ୍କ ପ୍ରବଳ ଗହଳି

ଶ୍ରାବଣ ମାସର ଆଜି ଶେଷ ସୋମବାର । ରାଜ୍ୟର ପ୍ରତ୍ୟେକ ଶିବାଳୟରେ ଲାଗିଛି ଭକ୍ତଙ୍କ ପ୍ରବଳ ଗହଳି । ମନାସିକଧାରୀମାନେ ଶିବାଳୟରେ ପହଞ୍ଚି ପ୍ରଭୁ ଶିବଙ୍କ ଲିଙ୍ଗରେ କରୁଛନ୍ତି ଜଳାଭିଷେକ। ପ୍ରଭୁ ଶିବଙ୍କ ନାମରେ ପ୍ରକମ୍ପିତ ହେଉଛି ଶିବାଳୟ । ଭକ୍ତଂକ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି କଡାକଡି । 

What's Your Reaction?

like

dislike

love

funny

angry

sad

wow