ଆୟୁଷ୍ମାନ ଯୋଜନାକୁ ନେଇ ହଟୁନି ଦ୍ବନ୍ଦ୍ବ

Apr 23, 2025 - 13:04
 0  3
ଆୟୁଷ୍ମାନ ଯୋଜନାକୁ ନେଇ ହଟୁନି ଦ୍ବନ୍ଦ୍ବ

ଆୟୁଷ୍ମାନକୁ ନେଇ ହଟୁନି ଦ୍ବନ୍ଦ୍ବ । ଡାକ୍ତରଖାନା ଓ ରୋଗୀଙ୍କ ପରେ ଯୋଜନାକୁ ନେଇ ଭାରତୀୟ ମେଡିକାଲ ସଂଘ, ଆଇଏମଏ ପ୍ରକାଶ କରିଛି ଅସନ୍ତୋଷ । ବିଶେଷକରି ଓଟିପି, ପଞ୍ଜିକରଣ ଓ ପ୍ୟାକେଜକୁ ନେଇ ଆପତ୍ତି ଉଠାଇଛି ସଂଘ । ପୂର୍ବରୁ ଓଡିଶା ସଂଘ ବି ସମସ୍ୟା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିସାରିଛି । 

What's Your Reaction?

like

dislike

love

funny

angry

sad

wow