ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ତନାଘନା

ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ତନାଘନା

ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍ବ୍ରାଞ୍ଚ୍ ତନାଘନା ଆଜି କ୍ରାଇମ୍ସିନ୍ରେ ପହଞ୍ଚି ତଦନ୍ତ କରୁଛନ୍ତି କ୍ରାଇମ୍ବ୍ରାଞ୍ଚ୍ ନୂଆ ତଦନ୍ତ ଅଧିକାରୀ ଗତଦୁଇ ଦିନ ଧରି ଝାରସୁଗୁଡ଼ାରେ ତଦନ୍ତ ଚଳାଇଛି କ୍ରାଇମ୍ବ୍ରାଞ୍ଚ୍ ମଙ୍ଗଳବାର ନବ ଦାସଙ୍କ ଘରେ ପହଞ୍ଚି ରେକର୍ଡ କରାଯାଇଥିଲା ପରିବାର ଲୋକଙ୍କ ବୟାନ। ସେହିପରି ଗତକାଲି ଝାରସୁଗୁଡ଼ା ହସ୍ପିଟାଲ ବିମାନବନ୍ଦରରେ ପହଞ୍ଚି ପଚରାଉଚରା କରିଛି କ୍ରାଇମ୍ବ୍ରାଞ୍ଚ୍ଦଳ