ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜେତା ଭାରତୀୟ ଦଳ ପାଇଁ ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

Mar 20, 2025 - 16:35
 0  5
ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜେତା ଭାରତୀୟ ଦଳ ପାଇଁ ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜେତା ଭାରତୀୟ ଦଳ ପାଇଁ ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ ଏବେ ଭାରତୀୟ କ୍ରିକେଟ୍ ଦଳ ଉପରେ କୋଟି କୋଟି ଟଙ୍କା ବର୍ଷା ହେବାକୁ ଯାଉଛି। ଭାରତୀୟ କ୍ରିକେଟ ଦଳ ପାଇଁ ବିସିସିଆଇ ଘୋଷଣା କରିଛି ମୋଟ୍ ୫୮ କୋଟି ଟଙ୍କାର ପୁରସ୍କାର ରାଶି। ତେବେ ପ୍ରତ୍ୟେକ ଖେଳାଳିଙ୍କୁ ରାଶି ମିଳିବ କୋଟି ଟଙ୍କାର ପୁରସ୍କାର। ଏନେଇ ଘୋଷଣା କରିଛନ୍ତି BCCI ସଚିବ ଦେବଜିତ୍ ସାଇକିଆ । ଭାରତ ମାର୍ଚ୍ଚ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଜିତିଥିଲା ଚାମ୍ପିଅନ୍ସ ଟ୍ରଫି। ଏହା ଥିଲା ଭାରତର ତୃତୀୟ ଚାମ୍ପିଅନ୍ସ ଟ୍ରଫି। ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ଅନ୍ୟନ୍ୟ ପ୍ରଶିକ୍ଷକଙ୍କୁ ଦିଆଯିବ ୫୦ ଲକ୍ଷ ଟଙ୍କା।

What's Your Reaction?

like

dislike

love

funny

angry

sad

wow