ରାମ ନବମୀ ଯାତ୍ରା ହେଲା ଶେଷ ଯାତ୍ରା।

ରାମ ନବମୀ ଯାତ୍ରା ହେଲା ଶେଷ ଯାତ୍ରା।

ରାମ ନବମୀ ଯାତ୍ରା ହେଲା ଶେଷ ଯାତ୍ରା। ସୁନ୍ଦରଗଡ଼ ବଡ଼ଗାଁ ବିଜୁ ଏକପ୍ରେସୱେ ଭୋଇପାଲି ନିକଟରେ ।ଭାରସାମ୍ୟ ହରାଇ ରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିଲା ବାଇକ। ଘଟଣା ସ୍ଥଳରେ ଭୋଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ମୃତକମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ, ଠନସୁନ୍ଦର ସା ଚନ୍ଦନ ଲୁହାର। ସମସ୍ତେ ବଡ଼ଗାଁ  ରାମଲୀଳା ଯାତ୍ରା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଘଟଣା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ବଡ଼ ଗାଁ ମେଡିକାଲରେ ରଖିଛି।