ସଙ୍ଗରୋଧରେ ରହିବେ କୁକୁଡା ଚାଷୀ

Sep 10, 2024 - 16:26
 0  5
ସଙ୍ଗରୋଧରେ ରହିବେ କୁକୁଡା ଚାଷୀ

ସଙ୍ଗରୋଧରେ ରହିବେ କୁକୁଡା ଚାଷୀ । କେନ୍ଦ୍ରାପଡା ଡେରାବିଶରେ ବାର୍ଡ ଫ୍ଲୁକୁ ନେଇ ପ୍ରଶାସନ ପକ୍ଷରୁ ଦେଖାଯାଇଛି ତତ୍ପରତା । ୫ କୁକୁଡା ଚାଷୀଙ୍କ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ସ୍ୱାସ୍ଥ୍ୟ ବିଭାଗ। ଏହାସହ ଏହି ୫ କୁକୁଡା ଚାଷୀ ଗୃହ ସଙ୍ଗରୋଧରେ ରହିବେ ରିପୋର୍ଟ ଆସିବା ପର୍ଯ୍ୟନ୍ତ। କୁକୁଡା ମରିଥିବା ସବୁ ଫାର୍ମର ଚାଷୀଙ୍କୁ ସଙ୍ଗରୋଧରେ ରହିବାକୁ ଦିଆଯାଇଛି ପରାମର୍ଶ ।

What's Your Reaction?

like

dislike

love

funny

angry

sad

wow