ଅଳକାଙ୍କୁ ହୋଇଛି ସେନ୍ସର ନ୍ୟୁରାଲ ନର୍ଭ ହିୟରିଂ ଲସ୍‌ ଭଳି ରୋଗ

Jun 19, 2024 - 12:20
 0  1
ଅଳକାଙ୍କୁ ହୋଇଛି ସେନ୍ସର ନ୍ୟୁରାଲ ନର୍ଭ ହିୟରିଂ ଲସ୍‌ ଭଳି ରୋଗ

ବଲିଉଡ୍‌ ଜଗତର ଖ୍ୟାତନାମା ସିଙ୍ଗର ଅଳକା ୟାଗନିକ୍‌  ହୋଇଛନ୍ତି ଏକ ରୋଗର ଶିକାର। ସୋସିଆଲ ମିଡିଆରେ ଏ ନେଇ ସେ ସୂଚନା ଦେଇଛନ୍ତି । ଅଳକା ଲେଖିଛନ୍ତି ଯେ ତାଙ୍କ କାନରେ ସମସ୍ୟା ରହିଛି । ତେଣୁ ତାଙ୍କୁ ଭଲରେ ଶୁଣାଯାଉନାହିଁ । ବର୍ତ୍ତମାନ ସେ ଏହି ରୋଗରୁ ଧିରେ ଧିରେ ଭଲ ହେଉଛନ୍ତି । ତାଙ୍କୁ ଏକ ଭାଇରାଲ୍‌ ଆଟାକ୍‌ ହେବାପରେ ଏପରି ରୋଗ ଦେଖାଦେଇଥିବା ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ଅଳକାଙ୍କୁ ସେନ୍ସର ନ୍ୟୁରାଲ ନର୍ଭ ହିୟରିଂ ଲସ୍‌ ଭଳି ରୋଗ ହୋଇଥିବା ଡାକ୍ତର କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow