ଏମ୍ସରେ ସିବିଆଇ ଚଢାଉ

ଏମ୍ସରେ ସିବିଆଇ ଚଢାଉ

ନକଲି କାଗଜପତ୍ରରେ ନିଯୁକ୍ତି ପାଇଥିବା ଅଭିଯୋଗରେ  ଭୁବନେଶ୍ଵର ଏମ୍ସରେ ସିବିଆଇ ଚଢାଉ   ବିଭିନ୍ନ ପଦପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ବଡ଼ ଘୋଟାଲା ହୋଇଥିବା ନେଇ ହୋଇଥିଲା ଅଭିଯୋଗ ଅଭିଯୋଗ ପରେ CBI ପକ୍ଷରୁ ଯାଞ୍ଚ କରାଯିବା ସହ ନିଯୁକ୍ତି ନେଇ ଦଲାଲି ହୋଇଥିବା ଜାଣିପଡିଥିଲା ଏହି ମାମଲାରେ ଆଜି ଚଢ଼ାଉ କରିଛି CBI ଦଳ   ଏହି ଚଢ଼ାଉରେ ସିବିଆଇ ଦଳରେ ସାମିଲ୍ ଅଛି ଜଣ ସଦସ୍ୟ