ବାପାଙ୍କ ସହିତ ଅଭିନୟ କରିବେ ବୁରଣ ଧୱନ ।

Jul 9, 2024 - 17:50
 0  8
ବାପାଙ୍କ ସହିତ ଅଭିନୟ କରିବେ ବୁରଣ ଧୱନ ।

ବାପାଙ୍କ ସହିତ ଅଭିନୟ କରିବେ ବୁରଣ ଧୱନ । ବୁରଣ ଧୱନ ଲମ଼୍ବା ସମୟ ଧରି ଆକ୍ସନ ଭିତ୍ତିକ ଫିଲ୍ମ ବେବି ଜାନ୍‌ର ସୁଟିଂରେ ରହିଥିଲେ ବ୍ୟସ୍ତ । ଆଗକୁ ଅନ୍ୟ ଏକ ଫିଲ୍ମରେ ଅଭିନୟ ପାଇଁ ସେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ସେ ତାଙ୍କର ଆଗମୀ ଫିଲ୍ମରେ ତାଙ୍କ ବାପାଙ୍କ ସହିତ କରିବେ ଅଭିନୟ। ଏହା ଏକ କେମିଡି ଆଉ ରୋମାଣ୍ଟିକ୍‌ ଫିଲ୍ମ । ଏଥିରେ ମୃଣାଳ ଠାକୁର ଏବଂ କନ୍ନଡ଼ ଅଭିନେତ୍ରୀ ଶ୍ରୀଲୀଲା ବରୁଣଙ୍କ ସହ ଆସିବେ ନଜର। ମିଡ୍‌ ଡେର ରିପୋର୍ଟ ଅନୁଯାୟୀ ବରୁଣ ଏବଂ ବାପା ଡେଭିଡ୍‌ ଧୱନଙ୍କ ସହିତ ଏହି ଫିଲ୍ମ ୧୨ ଜୁଲାଇରୁ ଆରମ୍ଭ କରିବାକୁ ଯାଉଛନ୍ତି ।

What's Your Reaction?

like

dislike

love

funny

angry

sad

wow