ହାରିଗଲେ ଅରିନ୍ଦମ

Jun 5, 2024 - 12:30
 0  6
ହାରିଗଲେ ଅରିନ୍ଦମ

ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ୍ଅଭିନେତା ଅରିନ୍ଦମ ରାୟଙ୍କୁ ହେବାକୁ ପଡିଛି ପରାଜୟର ସମ୍ମୁଖୀନ । ଏଠାରେ ବିଜୟୀ ହୋଇଛନ୍ତି ବିଜେଡିର ପ୍ରଶାନ୍ତ ବେହେରା । ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ ଅରିନ୍ଦମ ଥିଲେ ଆଗୁଆ । ଶେଷରେ ବାଜି ମାରି ନେଇଥିଲେ ପ୍ରଶାନ୍ତ ।

What's Your Reaction?

like

dislike

love

funny

angry

sad

wow