କୋଲକାତା ନାଇଟ୍ ରାଇଡର୍ସର ବିସ୍ଫୋରକ ବ୍ୟାଟର୍ ଭେଙ୍କଟେଶ ଆୟର୍ ‌ହୋଇଛନ୍ତି ହାତକୁ ଦି ହାତ

Jun 3, 2024 - 15:34
Jun 3, 2024 - 17:59
 0  5
କୋଲକାତା ନାଇଟ୍ ରାଇଡର୍ସର ବିସ୍ଫୋରକ ବ୍ୟାଟର୍ ଭେଙ୍କଟେଶ ଆୟର୍  ‌ହୋଇଛନ୍ତି ହାତକୁ ଦି ହାତ

ଆଇପିଏଲ୍ ଟ୍ରଫି ବିଜୟର ଖୁସି ଭିତରେ କୋଲକାତା ନାଇଟ୍ ରାଇଡର୍ସର ବିସ୍ଫୋରକ ବ୍ୟାଟର୍ ଭେଙ୍କଟେଶ ଆୟର୍ହୋଇଛନ୍ତି ହାତକୁ ଦି ହାତ। ରବିବାର ପାରମ୍ପରିକ ଦକ୍ଷିଣ ଭାରତୀୟ ଉତ୍ସବରେ ପ୍ରେମିକା ଶ୍ରୁତି ରଘୁନାଥନଙ୍କ ହାତ ଧରିଛନ୍ତି ସେ। ବିବାହ ଉତ୍ସବରେ ଶ୍ରୁତି ସୁନେଲି ଏମ୍ବ୍ରୋଡୋରି ଥିବା ନୀଳ ରଙ୍ଗର ଶାଢ଼ି ପିନ୍ଧି ବେଶ୍ ଆକର୍ଷଣୀୟ ଲାଗୁଥିଲେ। ଅନ୍ୟପକ୍ଷରେ ଭେଙ୍କଟେଶ ଦକ୍ଷିଣ ଭାରତୀୟ ଧୋତି ପିନ୍ଧି ବହୁତ ଭଲ ଦେଖା ଯାଉଥିଲେ। ଶ୍ରୁତିଙ୍କୁ ଭେଙ୍କଟେଶ ବରଣମାଳା ପିନ୍ଧାଉଥିବାର ଫଟୋ ପଦାକୁ ଆସିବା ପରେ ଉଭୟଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। କୋଲ୍କାତା ନାଇଟ୍ ରାଇଡର୍ସ ପକ୍ଷରୁ ମଧ୍ୟ ନବ ଦମ୍ପତିଙ୍କୁଏକ୍ସରେ ଜଣାଇ ଦିଆଯାଇଛି ଶୁଭକାମନା ।ଭେଙ୍କଟେଶ ଶ୍ରୁତି ତୁମକୁ ଅଭିନନ୍ଦନ, ଉଭୟ ସବୁବେଳେ ଜିତିଚାଲବୋଲି ଲେଖିଛି ଦଳ।

What's Your Reaction?

like

dislike

love

funny

angry

sad

wow