ନୂଆ ପଡି କାର୍ଡ ବଣ୍ଟନ ପାଇଁ ସରକାରଙ୍କ ଘୋଷଣା

ନୂଆ ପଡି କାର୍ଡ ବଣ୍ଟନ ପାଇଁ ସରକାରଙ୍କ ଘୋଷଣା । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ନୂଆ ପଡି କାର୍ଡ । ବିଡିଓ, ମ୍ୟୁନିସିପାଲ୍ କମିସନର ଇସ୍ୟୁ କରିବେ କାର୍ଡ । ୨୦ ଏପ୍ରିଲ ସୁଦ୍ଧା ଏହା ହେବ ପ୍ରସ୍ତୁତ। ବ୍ଲକ ଓ ୟୁଏଲବି ଅଧିକାରୀ ହିତାଧିକାରୀଙ୍କୁ ବାଣ୍ଟିବେ ପଡି କାର୍ଡ।ଯାଞ୍ଚପରେ ସାମିଲ କରାଯାଇ ପାରିବ ନୂଆ ସଦସ୍ୟ । ଖାଦ୍ୟ ବିଭାଗ ଓ ଖାଉଟି କଲ୍ୟାଣବିଭାଗର ଏହା ରହିଛି ସୂଚନା।
What's Your Reaction?






