ବର୍ଦ୍ଧିତ ସୁନା ଓ ରୂପା ଦରରୁ ମିଳିଛି ସାମାନ୍ୟ ଆଶ୍ବସ୍ତି

Apr 5, 2025 - 10:20
 0  7
ବର୍ଦ୍ଧିତ ସୁନା ଓ ରୂପା ଦରରୁ ମିଳିଛି ସାମାନ୍ୟ ଆଶ୍ବସ୍ତି

ବର୍ଦ୍ଧିତ ସୁନା ରୂପା ଦରରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ଗୋଟିଏ ଦିନରେ ୨୨ କ୍ୟାରେଟ୍ ସୁନା ଦର ୧୬ ଶହ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟ୍ସୁନା ଶସ୍ତା ହୋଇଛି ୧୭୪୦ ଟଙ୍କା। ବିଶେଷଜ୍ଞଙ୍କ ଅନୁମାନ ଆଗାମୀ ଦିନରେ ସୁନା ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ପାଇପାରେ ହ୍ରାସ। ଗତ ବର୍ଷକ ମଧ୍ୟରେ ସୁନା ଦର ୩୫ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ହେଲେ ଆଗାମୀ ଦିନରେ ସୁନା ଦରରେ ଭୟଙ୍କର ହ୍ରାସ ହେବାର ସମ୍ଭାବନା ରହିଛି ଏହି ହ୍ରାସ ୩୮ ପ୍ରତିଶତରୁ ବି ଅଧିକ ହୋଇପାରେ ବୋଲି କରାଯାଉଛି ଆକଳନ।

What's Your Reaction?

like

dislike

love

funny

angry

sad

wow