ବିଜେପି ନେତାଙ୍କୁ ଗୁଳି କରି କରାଯାଇଛି ହତ୍ୟା

ଜଣେ ବିଜେପି ନେତାଙ୍କୁ ଗୁଳି କରି କରାଯାଇଛି ହତ୍ୟା ।ବିହାରର ପାଟନାରେ ସୋମବାର ଭୋର ପ୍ରାୟ ୪ଟା ବେଳେ ମନୋଜ କମଳିଆ ଗେଟ୍ ରେ ଘଟିଛି ଏହି ଘଟଣା। ମୃତକ ଜଣକ ହେଲେ ବିଜେପି ନେତା ଶ୍ୟାମ ସୁନ୍ଦର ଓରଫ ମୁନ୍ନା ଶର୍ମା। ବିଜେପିର ପାଟନା ସିଟି ଛକର ପୂର୍ବତନ ପୌର ସଭାପତି ଥିଲେ ଶ୍ୟାମ ସୁନ୍ଦର। ଖବର ପାଇଁ ପରିବାର ଲୋକେ ତାଙ୍କୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।
What's Your Reaction?






