ସେମିଫାଇନାଲରେ ପ୍ରବେଶ କରିଛନ୍ତି କୋକୋ ଗଫ୍‌ ଓ ଇଗା ସ୍ବିଟେକ୍‌

Jun 5, 2024 - 10:42
 0  4
ସେମିଫାଇନାଲରେ ପ୍ରବେଶ କରିଛନ୍ତି କୋକୋ ଗଫ୍‌ ଓ ଇଗା ସ୍ବିଟେକ୍‌

ଫ୍ରେଞ୍ଚ ଓପନ ଟେନିସ୍ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି କୋକୋ ଗଫ୍ ଇଗା ସ୍ବିଟେକ୍ ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଚତୁର୍ଥ ରାଉଣ୍ଡ ମ୍ୟାଚ୍ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଜର୍ମାନୀର ଆଲେକଜାଣ୍ଡାର ଜେଭ୍ରେଭ୍।ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ତୃତୀୟ ସିଡ୍ଆମେରିକାର କୋକୋ ଗଫ୍-, -, - ସେଟ୍ରେ ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ପରାସ୍ତ କରିଛନ୍ତି। ଏହା ସହିତ କ୍ରମାଗତ ତୃତୀୟ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଗଫ୍ ୨୦୨୨ରେ ଗଫ୍ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଥିବା ବେଳେ ଇଗା ସ୍ବିଟେକ୍ଙ୍କ ନିକଟରୁ ପରାଜିତ ହୋଇଥିଲେ। ତେବେ ସ୍ବିଟେକ ଅନ୍ୟ କ୍ୱାର୍ଟର ଫାଇନାଲରେ ମାର୍କେଟା ଭୋନ୍ଦ୍ରୋସୌଭାଙ୍କୁ ହରାଇଥିବା ବେଳେ ୨୦୨୨ ଫାଇନାଲର ରି ମ୍ୟାଚ୍ଦେଖିବାକୁ ମିଳିବ। ଜାବେରଙ୍କ ବିପକ୍ଷ ମ୍ୟାଚ୍ରେ ଗଫ୍ପ୍ରଥମ ସେଟ୍ରେ ପରାଜିତ ହୋଇଥିଲେ। ତେବେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହିତ ପରବର୍ତ୍ତୀ ଦୁଇ ସେଟ୍କୁ ଜିତି ନେଇଥିଲେ ଗଫ୍ ଗଫ୍ଅନ୍ତିମ ଶଟ୍ରେ ୧୮୪ କି.ମି. ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ଇଗା ସ୍ବିଟେକ୍ଆଉ ଏକ ପ୍ରଭାବୀ ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ଫ୍ରେଞ୍ଚ ଓପନ ଚାମ୍ପିୟନ ସ୍ବିଟେକ୍-, - ସେଟରେ ମାର୍କେଟା ଭୋନ୍ଦ୍ରୋସୌଭାଙ୍କୁ ହରାଇଥିଲେ। ପ୍ରଥମ ସେଟ୍ରେ ଗୋଟିଏ ବି ପଏଣ୍ଟ ଅର୍ଜନର ସୁଯୋଗ ଦେଇ ଥିଲେ ସ୍ବିଟେକ୍ ଦ୍ୱିତୀୟ ସେଟ୍ରେ ଭୋନ୍ଦ୍ରୋସୌଭା ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ସ୍ବିଟେକ୍ଏହାକୁ ଜିତି ନେଇଥିଲେ।ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡ ମ୍ୟାଚ୍ରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛନ୍ତି ଜର୍ମାନୀର ଆଲେକଜାଣ୍ଡାର ଜେଭ୍ରେଭ୍ ସେଟ୍ କଷ୍ଟସାଧ୍ୟ ମ୍ୟାଚ୍ରେ -, -, -, -(/) -୨ସେଟରେ ଡେନମାର୍କର ହୋଲଗର ର୍ୟୁନଙ୍କୁ ପରାସ୍ତ କରିଥିଲେ। ଚତୁର୍ଥ ସେଟ୍କୁ ଟାଇବ୍ରେକରରେ ଜିତିବା ପରେ ଅନ୍ତିମ ସେଟକୁ -୨ରେ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ଜେଭ୍ରେଭ୍

What's Your Reaction?

like

dislike

love

funny

angry

sad

wow