ଦୁର୍ଘଟଣା ପରେ ଧରାପଡିଲା ଗଞ୍ଜେଇ

ଦୁର୍ଘଟଣା ପରେ ଧରାପଡିଲା କାରରେ ଯାଉଥିବା ବସ୍ତା ବସ୍ତା ଗଞ୍ଜେଇ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥର ବରୁଣେଇ ଓଭରବ୍ରିଜ ନିକଟରେ ଆଜି ଏକ ସ୍ବିଫ୍ଟ କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ।ଦୁର୍ଘଟଣା ପରେ କାର ଛାଡି ଡ୍ରାଇଭର ଓ ତାର ସହଯୋଗୀ ହୋଇଯାଇଛନ୍ତି ଫେରାର। ଘଟଣାସ୍ଥଳରେ ଅବକାରୀ ବିଭାଗ ଓ ଶିଳ୍ପାଞ୍ଚଳ ଥାନା ଅଧିକାରୀ ପହଞ୍ଚି କରୁଛନ୍ତି ତଦନ୍ତ।
What's Your Reaction?






