ମୁମ୍ୱାଇରେ ବୋଟ ଅଘଟଣ ଘଟଣାରେ ମିଳିଲା ଆଉ ଏକ ମୃତଦେହ

Dec 20, 2024 - 15:16
 0  4
ମୁମ୍ୱାଇରେ ବୋଟ ଅଘଟଣ ଘଟଣାରେ ମିଳିଲା ଆଉ ଏକ ମୃତଦେହ

ମୁମ୍ୱାଇରେ ବୋଟ ଅଘଟଣ ଘଟଣାରେ ମିଳିଲା ଆଉ ଏକ ମୃତଦେହ। ମୃତ ସଂଖ୍ୟା ବୃଦ୍ଧି ପାଇଛି ୧୪କୁ।ବର୍ତ୍ତମାନ ବି ଉଦ୍ଧାକାରୀ ଦଳ ଜାରି ରଖିଛନ୍ତି ସର୍ଚ୍ଚ ଅପରେସନ।ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ମୁମ୍ବାଇ ଗେଟ୍ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବୋଟ୍ସହ ଧକ୍କା ହୋଇଥିଲା ନୌସେନାର ବୋଟ୍ ଏଥିରେ ପ୍ରାୟ ଶହେରୁ ଅଧିକ ଯାତ୍ରୀ କ୍ରିଉ ମେମ୍ବରଙ୍କୁ ନେଇ  ଏଲିଫାଣ୍ଟା ଯାଉଥିଲା ନିଲକମଲ ନାମକ ଫେରିବୋଟ୍ ମାତ୍ର ମଝି ସମୁଦ୍ରରେ କରଞ୍ଜ ନିକଟ ଉରାନରେ ହଠାତ୍ ନୌସେନାର ସ୍ପିଡ୍ ବୋଟ ଆସି ଡଙ୍ଗାକୁ ଦେଇଥିଲା ଧକ୍କା। ଏହି ମାମଲାରେ ୧୦୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ, ସେମାନଙ୍କ ମଧ୍ୟରୁ ୯୦ ଜଣଙ୍କୁ କରାଯାଇଛି ଡିସଚାର୍ଜ।

What's Your Reaction?

like

dislike

love

funny

angry

sad

wow