ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ
ଆଜିଠୁ ପୁଣିଥରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ପୁଷ୍ୟାଭିଷେକ ନୀତି, ମକର ସଂକ୍ରାନ୍ତି, ସୁନାବେଶ, ନବାଙ୍କ ବେଶ ଭଳି ବିଭିନ୍ନ ନୀତି ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜାନୁଆରୀ ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା ମରାମତି କାମ। ଆଜିଠୁ ପୁଣିଥରେ ଆରମ୍ଭ ହେବ ମରାମତି ।ପ୍ରଥମେ ଭର୍ଟିକାଲ୍ କ୍ରାକ୍ସ ଓ ପରେ ଚଟାଣରେ ଥିବା କରାଯିବ ମୂଷା ଗାତ ମରାମତି କାର୍ଯ୍ୟ।
What's Your Reaction?