ରାଜଧାନୀରେ ରହୁଥିଲେ ବାଂଲାଦେଶୀ ଅନୁପ୍ରବେଶକାରୀ, ମାଡ଼ିବସିଲା ଏସଟିଏଫ

ରାଜଧାନୀରେ ରହୁଥିଲେ ବାଂଲାଦେଶୀ ଅନୁପ୍ରବେଶକାରୀ, ମାଡ଼ିବସିଲା ଏସଟିଏଫ

ରାଜଧାନୀରେ ରହୁଥିଲେ ବାଂଲାଦେଶୀ ଅନୁପ୍ରବେଶକାରୀ, ମାଡ଼ିବସିଲା ଏସଟିଏଫ।ଭୁବନେଶ୍ବର ରେଳଷ୍ଟେସନରୁ ୧୦ ବାଂଲାଦେଶି ଗିରଫ। ବିନା କୌଣସି ପାସପୋର୍ଟ ଭିସାରେ ଏମାନେ ଭାରତରେ ପ୍ରବେଶ କରିବା ସହ ରହୁଥିଲେ ଭୁବନେଶ୍ବର ରେଳ ଷ୍ଟେସନରେ।  ଗିରଫ ବାଂଲାଦେଶୀ ଙ୍କ ମଧ୍ୟରେ ଜଣ ପୁରୁଷ ଥିବା ବେଳେ ଜଣ ମହିଳା ଜଣେ ନାବାଳକ ରହିଛି ।ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଟି ମୋବାଇଲ,  ବଙ୍ଗଳାଦେଶ ଟଙ୍କା ସହ ଅନେକ୍ ସମାଗ୍ରୀ କରାଯାଇଛି ଜବତ। ସମସ୍ତ ଅଭିଯୁକ୍ତ ଆସାମ ଡୁବୁରି ଦେଇ ଭାରତକୁ ପ୍ରବେଶ କରିଥିବା ମିଳିଛି ସୂଚନା