ଝାରସୁଗୁଡ଼ାରେ ଅଦାଲତ  ଚାଲାଣ ବେଳେ ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ।

ଝାରସୁଗୁଡ଼ାରେ ଅଦାଲତ  ଚାଲାଣ ବେଳେ ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ।

ଝାରସୁଗୁଡ଼ାରେ ଅଦାଲତ  ଚାଲାଣ ବେଳେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର ଦୁଇ ଅଭିଯୁକ୍ତ ପୋଲିସ୍ଠାରୁ ବନ୍ଧୁକ ଛଡାଇ ଫେରାର ହେବା ପାଇଁ କରୁଥିଲେ ଉଦ୍ୟମ ଏହି ସମୟରେ  ଗୁଳିମାଡ଼ କରିଥିଲା ପୋଲିସ୍।ଗୁରୁତର ଅବସ୍ଥାରେ ଦୁଇ ଅଭିଯୁକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଦୁଇ ଅଭିଯୁକ୍ତ ହେଉଛନ୍ତି ଶେଖ୍ ଆଶିଷ, ଅଭିଶେଖ ବାରିକ।