ମହାକାଶରୁ ଫେରିବା ପରେ  ପ୍ରଥମ ସାମ୍ବାଦିକ ସମ୍ମିଳନୀ କରି ମହାକାଶରେ ଦୀର୍ଘ ଦିନ ରହିବାର ଅନୁଭୂତି ବଖାଣିଛନ୍ତି ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍‌ମୋର୍‌

Apr 1, 2025 - 15:29
 0  8
ମହାକାଶରୁ ଫେରିବା ପରେ  ପ୍ରଥମ ସାମ୍ବାଦିକ ସମ୍ମିଳନୀ କରି ମହାକାଶରେ ଦୀର୍ଘ ଦିନ ରହିବାର ଅନୁଭୂତି ବଖାଣିଛନ୍ତି ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍‌ମୋର୍‌

ମହାକାଶରୁ ଫେରିବା ପରେ  ପ୍ରଥମ ସାମ୍ବାଦିକ ସମ୍ମିଳନୀ କରି ମହାକାଶରେ ଦୀର୍ଘ ଦିନ ରହିବାର ଅନୁଭୂତି ବଖାଣିଛନ୍ତି ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍‌ମୋର୍‌। ମହାକାଶରେ ରହିବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖାଦେଇଥିବା କଥା ସ୍ବିକାର କରିଛନ୍ତି ସୁନୀତା । ଏଥିସହ  ସେ କହିଛନ୍ତି ଯେ, ଭାରତ ଏକ ସୁନ୍ଦର ରାଷ୍ଟ୍ର ।ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି କରିଛି ଉପଭୋଗ  । ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ସେ ମହାକାଶରୁ କରିଛି ଉତ୍ତୋଳନ । ଆଗକୁ ସମୟ ଆସିଲେ ନିଶ୍ଚେ ଯିବି ଭାରତ  । ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ କାମ କରିବେ ବୋଲି କହିଛନ୍ତି ସୁନୀତା ।

What's Your Reaction?

like

dislike

love

funny

angry

sad

wow